ଆନନ୍ଦପୁର: ହାଟଡିହି ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ୨୦ରୁ ଊର୍ଦ୍ଧ୍ବ ଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ
Anandapur, Kendujhar | Jul 21, 2025
ହାଟଡିହି ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୫ଟା ବେଳେ ବିଜେପି ନେତା ଆଲୋକ ସେଠୀ ଙ୍କ ଉପସ୍ଥିତିରେ...