ପାଲଲହଡା: କରଡେଇ ଠାରେ କଣିହାଁ ଭଏସ ପ୍ରେସ କ୍ଲବ ଉଦଘାଟିତ
ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ କରଡେଇ ଘାଟ ନିକଟରେ ଆଜି ଭଏସ ଅଫ କଣିହାଁ ପ୍ରେସ୍ କ୍ଲବ କିମ୍ବା କଣିହାଁ ସ୍ବର ପ୍ରେସକ୍ଲବ୍ ଆଜି ଉଦଘାଟନ ହୋଇଯାଇଛି I ଏହାର ମୁଖ୍ୟ ଉଦ୍ୟମ ସମାଜ ଶେଷ ଧାଡିର ବ୍ୟକ୍ତିଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ସହ ଅଞ୍ଚଳର ସମସ୍ୟା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସ୍ବର ହେବା ମୂଳ ଲକ୍ଷ୍ୟ ବୋଲି କ୍ଲବ୍ ପକ୍ଷରୁ ସାମ୍ବାଦିକ ମାନେ ମତପ୍ରକାଶ କରିଛନ୍ତି ।