ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କାଠ ଘଣା ତେଲ ପ୍ରସ୍ତୁତି କରଣ, ବାଦାମ ର ବିଭିନ୍ନ ମୂଲ୍ୟଯୁକ୍ତ ପଦାର୍ଥ ସମ୍ବନ୍ଧରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଶନିବାର ମଧ୍ୟାହ୍ନରେ ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଜିଲ୍ଲା ରେ ଚିନାବାଦାମ ଓ ସୋରିଷ ଉତ୍ପାଦନ କୁ ଦୃଷ୍ଟି ରେ ରଖି କେମିତି କାଠଘଣା ତେଲ ପ୍ରସ୍ତୁତି କରାଯିବ, ପ୍ୟାକେଜିଂ, ବ୍ରାଣ୍ଡିଙ୍ଗ କରି ବଜାର ଚାହିଦା କୁ ପୂରଣ କରିବା ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ଦିଗ ଉପରେ କହିଥିଲେ।