କଟକ ପୌରାଞ୍ଚଳ: ଟାଙ୍ଗୀ ଥାନା ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ଗ୍ରାମରେ ସୋମବାର କ୍ଷେତରେ ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ।
Cuttack M Corp PS, Cuttack | Jul 28, 2025
ଟାଙ୍ଗୀ ଥାନା ମାଗୁରା ପଞ୍ଚାୟତ ଗଣେଶ୍ୱରପୁର ଗ୍ରାମରେ କ୍ଷେତରେ ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ହେଉଛନ୍ତି ରିଜକିଶୋର...