ଝାରସୁଗୁଡା: ଗ୍ରାମ ଭିତର ଦେଇ ଭାରିଯାନ ଚଳାଚଳ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସାନଜୋବ ଗ୍ରାମବାସୀ, ବିରୋଧରେ କଲେ ରାସ୍ତାରୋକ #jansamasya
Jharsuguda, Jharsuguda | Jul 27, 2025
ଗ୍ରାମ ଭିତର ଦେଇ କୋଇଲା ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସାନଜୋବ ଗ୍ରାମବାସୀ। ତେବେ ଏହାକୁ ବିରୋଧ କରି ଗ୍ରାମବାସୀଙ୍କ...