ଢେଙ୍କାନାଳ ସଦର: ପଲ୍ଲିଶ୍ରୀ ପଡ଼ିଆରେ ହେବ ମହୋତ୍ସବ, କେବେ ହେବ କେମିନ୍ତି ହେବ ଜିଲ୍ଲାପାଳ ମହିଷାପାଟଠାରେ କଲେ ପ୍ରକାଶ
ଢେଙ୍କାନାଳରେ ବନ୍ଦ ହୋଇ ଯାଇଥିବା ଢେଙ୍କାନାଳ ମହୋତ୍ସବ ପୁଣି ଆରମ୍ଭ ହେବାକୁ ଯାଉଛି। କେବେ ହେବ କେଉଁଠୁ କଳାକାର ଆସିବେ ସଂପୁର୍ଣ୍ଣ ବିଷୟକୁ ମହିଷାପାଟଠାରେ ଆଜି ଦିନ ୧ଟାରେ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।