ଅନୁଗୋଳ ଜିଲ୍ଲା ପାଳଲହଡା ବିଧାୟକ ଅଶୋକ ମହାନ୍ତି ମହୋଦୟ ଗୁରୁବାର ଅପରାହ୍ନ ୨ଟା ସମୟରେ କଟକ ମେଡିକାଲକୁ ଯାଇ, ବିଜେପି ନେତା ବିଭୁ ଆଚାର୍ଯ୍ୟଙ୍କ ସାନଭାଇ ଦୁର୍ଘଟଣା ଗ୍ରସ୍ତ ହୋଇ, କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ପାଇ ଭେଟି ଆଶୁଆରୋଗ୍ୟ କାମନା କରିଥିଲେ।ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥିଲେ ବିଧାୟକ ମହୋଦୟ।