ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଘୋଡାହାଡ ଡ୍ୟାମରେ କୁମ୍ଵିର ଗଣନା ଅ।ରମ୍ଵ ହୋଇଯାଇଛି । ଏହି କୁମ୍ଵିର ଗଣନା କାର୍ଯ୍ୟକ୍ରମ ଅ।ଜି ଦିନ 9 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ କୁମ୍ଵିର ଗଣନା କରିଥିଲେ । ଏହି କୁମ୍ଵିର ଗଣନା କାର୍ଯ୍ୟକ୍ରମ ଚାରି ଦିନ ଚାଲୁରହିବ ବୋଲି ଜଣାପଡିଥିବା ବେଳେ ପ୍ରତ୍ୟକ ଦିନ କୁମ୍ଵିର ଗଣନା କରାଯିବ ।