ବାଲେଶ୍ବର ମ୍ୟୁନିସିପାଲଟି: ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଚଢ଼ାଉ, ୪ ବାଇକ, ୨ ମୋବାଇଲ ଜବତ ,୩ ଗିରଫ
ଶିଳ୍ପାଞ୍ଚଳ ଥାନା ପକ୍ଷରୁ ବାମପଦା ଠାରେ ଚଢ଼ାଉ କରାଯାଇଥିବା ବେଳେ, ୪ ବାଇକ, ୨ ମୋବାଇଲ ଜବତ କରାଯାଇଛି। ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଶିଳ୍ପାଞ୍ଚଳ ପୋଲିସ୍ ପକ୍ଷରୁ ରବିବାର ସଂଧ୍ୟା ୬ଘଟିକା ରେ ସୂଚନା ଦିଆଯାଇଛି।