ଆଠମଲ୍ଲିକ: ବିଦୂତ କାର୍ଯ୍ୟ। ଳୟ ରୁ ଚୋରୀ ଅଭିଯୋଗ
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା ବିଦୂତ କାର୍ଯ୍ୟଳୟ ରୁ ସୋମବାର ରାତି ରେ କିଛି ଯୁବକ ପଶି ଥିବା
ବିଦୂତ ତାର କୁ ଚୋରୀ କରି ନେଇଯାଇଛନ୍ତି । ବିଦୂତ ବିଭାଗ କର୍ମଚାରୀ କାର୍ଯ୍ୟଳୟ ଥିବା ବେଳେ ସୁଯୋଗ ନେଇ କିଛି ଯୁବକ ପଶି ଆଲୁମିନିୟମ ତାର ଚୋରୀ କରି ନେଇ ଯାଇଛନ୍ତି । ଲକ୍ଷାଧିକ ଟଙ୍କା ର ତାର ଚୋରୀ କରି ନେଇଯାଇଥିବା ବେଳେ କିଛି ତାର ନିକଟରେ ଥିବା ବିଦ୍ୟାଳୟ ପଛରେ ଥିବା ଲଟି ବୁଦାରେ ପକାଇ ଦେଇଥିବା ଜଣାପଡିଛି । ଏ ନେଇ ଜଣା ପଡିବା ପରେ ବିଦୂତ ବିଭାଗ ର କନିଷ୍ଠଯନ୍ତ୍ରି ନରେନ୍ଦ୍ର କୁମାର ବାରିକ ବଇଣ୍ଡା ଫାଣ୍ଡି ରେ ମଙ୍ଗଳବାର ଦିନ