ବସ୍ତିଆ ମେମୋରିଆଲ ଟ୍ରଷ୍ଟ ରେ ଆୟୋଜିତ ହୋଇଛି ଆନ୍ତର୍ଜାତୀୟ ମହିଳା ଦିବସ। ଏହି କାର୍ଯ୍ୟକ୍ରମରେ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ଖେଳାଳି , କୋଚ୍ ମାନଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି। ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ମହିଳା ଭଲିବଲ୍ ଖେଳାଳି ସଶ୍ମିତା ଦାସ।