ସୋନପୁର: ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ସୁବଳୟାରେ ସଚେତନତା ଶୋଭାଯାତ୍ରା ଅନିଷ୍ଠିତ
ସୂଚନା ଅନୁସାରେ ଆଜି ବିଶ୍ୱ ଏଡ୍ସ ଦିବସ ହୋଇଥିବା ବେଳେ, ଜିଲ୍ଲାର ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅପରାହ୍ନ 1 ଘଣ୍ଟା ସମୟରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି l ଏହି କ୍ରମରେ ବିଦ୍ୟାଳୟର ପ୍ରାୟ 200 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ହାତରେ ସଚେତନତା ବେନର ଧରି, ବିଭିନ୍ନ ଜନ ସଚେତନତା କରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିବା ବେଳେ, ସ୍ପଭାଯାତ୍ରା ପରେ ବିଦ୍ୟାଳୟରେ ରେଡ଼କ୍ରସ ଅଧିକାରୀ ଅଧ୍ୟାପକ ଦେବାଶିଷ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରର ଏକ ସଭାର ଆୟୋଜନ ହୋଇଥିଲା l ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ପୁରାହୀତଙ୍କ ସଭାପତିତ୍ୱରେ