ବିନିକା ଥାନା ଅନ୍ତର୍ଗତ ଶଙ୍କରା ମୁଣ୍ଡାପଡା ଠାରେ ୪୦ ତମ ଶୁଲିଆ ଯାତ୍ରା ଆଜି ଅପରାହ୍ନ 4ଟା 30 ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ନିଶି ପୂଜାରେ ପାରମ୍ପରିକ ଅସ୍ତ୍ର ଶାସ୍ତ୍ରରେ ପୁଜା କରାଯାଇଥିଲା l ଏହି ଅବସରରେ ଅନେକ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ପୂରଣ ପରେ ଛେଳି, କୁକୁଡ଼ା ଆଦି ବଳି ଦେଇ ଶୁଲିଆ ବୁଢ଼ା ଙ୍କ ଆଶିଷ ଭିକ୍ଷା କରିଥିଲେ l ଭୋର ସକାଳୁ ଶୁଲିଆ ବୁଢ଼ା ଙ୍କ ପୂଜା ମଣ୍ଡପ ରେ ପାରମ୍ପାରିକ ରୀତିନୀତି ଓ ବିଧିବିଧାନ ଅନୁସାରେ ପୂଜା କରାଯାଇଥିଲା l ପରେ ଶୁଲିଆ ବୁଢ଼ା ବରୁଆ ଦେହରେ ଆଭିର୍ଭାବ ହୋଇ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ l ଶ୍ରଦ୍ଧାଳୁ