ନର୍ଲା: ଡଙ୍ଗର ମାଲ୍ ଗ୍ରାମର ଦୁଇ ସାହୁ ପରିବାର ମଧ୍ୟରେ ଜମି ବିବାଦ ଘଟଣା ଉଭୟ ପକ୍ଷ ଙ୍କ ପ୍ରତିକ୍ରିୟା
ସୁଚନା ଯୋଗ୍ୟ ଡଙ୍ଗର ମାଲ୍ ଗ୍ରାମର ମୂଳା ସାହୁ ଙ୍କ ପରିବାର ଏଵଂ ମକୁ ନ୍ଦ ସାହୁ ପରିବାର ମଧ୍ୟରେ ଖାତା ନମ୍ବର 82/394 ପ୍ଲଟ ନମ୍ବର 64 ରେ ଥିବା 20 ଡ଼ିସିମିଲ ଜମି କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ମାନ୍ୟବର କୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏ ନେଇ ଆଜି ଶନିବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ଥାନରେ ଉଭୟ ପକ୍ଷ ହାଜର ହୋଇଥିବା ସୂଚନା ମିଳିଛି