ବୀରମହାରାଜପୁର: ବିନିକା ଥାନାରେ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଆଇନ ଶୃଙ୍ଖଳା ଉପରେ ଆଲୋଚନା କଲେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା
Biramaharajpur, Subarnapur (Sonepur) | Jul 29, 2025
ବିନିକା ବିଜେପି ଯୁବମୋର୍ଚା ପକ୍ଷରୁ ଆଜି ସଂନ୍ଧ୍ୟା ସମୟରେ ନୂତନ ଆଇଆଇସି ସତ୍ୟନାରାୟଣ ପଧାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଇଛି l...