ଲେତେର ପଞ୍ଚାୟତ କାର୍ଯ୍ୟଳୟ ଠାରେ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ । ଆଜି 29ତାରିଖ ସୋମବାର ସକାଳ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଲେତେର ପଞ୍ଚାୟତ କାର୍ଯ୍ୟଳୟ ଠାରେ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛ l ଏହି ଶିବିରରେ 119 ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି 36 ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ,ଏବିଡ଼ିଓ ବିଜୟ କୁମାର ନାଏକ ସରପଞ୍ଚ ଦମୟନ୍ତୀ ଭୋଇ,ସହକାରୀ ନିର୍ବାହୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା ,ସାମା