ଝାରସୁଗୁଡା: ଲଗାଣ ବର୍ଷା ଓ ଭାରିଯାନ ଯାତାୟାତ ଫଳରେ ପୁଣି ଧସିଲା ରାଜପୁର ବସୁନ୍ଧରା ବ୍ରିଜର ଗୋଟିଏ ପାର୍ଶ୍ୱ
Jharsuguda, Jharsuguda | Jul 26, 2025
ପୁଣି ରାଜପୁର ବସୁନ୍ଧରା ବ୍ରିଜ ର ଗୋଟିଏ ପଟ ବିପଦସଂକୁଳ ହୋଇପଡିଛି। ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ ରୁ ବଲଙ୍ଗିବାହାଲ ଦେଇ ସୁନ୍ଦରଗଡକୁ ସଂଯୋଗ...