ଆଳି ମହୁ ରାସ୍ତାର ଉନ୍ନତିକରଣ ନିମତେ ୯କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ଆଳି ପୁର୍ତ୍ତବିଭାଗ ଦ୍ୱରା ହେଇଥିବା ରାସ୍ତା କାମ ନିମ୍ନମାନର କାର୍ଯ୍ୟ ହେଇଥିବା ଶହ କାମ ର ଅବଧି ଶେଷ ସୁଦ୍ଧା କାମ ସରି ନଥିବା ଓ ସୁଚନା ଅଧିକାର ବଳରେ ତଥ୍ୟ ମାଗିଲେ କାର୍ଯ୍ୟର ସୂଚନା ଦେଉନଥିବା ଆଜି ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ଗଣମାଧ୍ୟମ ଆଗରେ ଅଭିଯୋଗ କଲେ RTI କର୍ମୀଙ୍କ ଦୁଷ୍ମନ୍ତ ଆର୍ଚ୍ଚାର୍ଯ୍ୟା ସହ ଅଞ୍ଚଳ ବାସୀ।