ବାଙ୍କୀ: ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପର୍ଶୁରାମ ପୁରରେ ତିନି ଜଣଙ୍କୁ ମରଣାତ୍ମକ ଆକ୍ରମଣ,3ଗୁରୁତର
Banki, Cuttack | Feb 16, 2024 ବାଙ୍କୀ ବ୍ଲକ କଳାପଥର ଗ୍ରାମପଞ୍ଚାୟତ ପର୍ଶୁରାମପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଉଦ୍ୟନାଥ ସାହୁ ଏବଂ ଚଗଲି ସ୍ୱାଇଁ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ପୂର୍ବଶତ୍ରୁତା ଏହାର କାରଣ ବୋଲି ଜଣା ପଡ଼ିଛି ।କଳାପଥର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଉତ୍ତମ ଚିକିତ୍ସା ପାଇଁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।