ଝାରସୁଗୁଡା: ଶ୍ରାବଣମାସର ତୃତୀୟ ସୋମବାର ରେ ଜଳଲାଗି ପାଇଁ ବରଘାଟ ଶିବ ମନ୍ଦିରରେ ଭୋର ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼
Jharsuguda, Jharsuguda | Jul 28, 2025
ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର ଏବଂ ଆଜିର ଏହି ପବିତ୍ର ଦିନରେ ହରହର ଦେବ ମହାଦେବ ଶିଵଶମ୍ବୁ ଙ୍କୁ ଜଳଲାଗି ପାଇଁ ସୋମବାର ଭୋର ସକାଳ...