ଝାରସୁଗୁଡା: ବେଆଇନ ବଟି ଆଦାୟ ନେଇ ଅଭିଯୋଗ ଆଣିଲେ ସୁମିତ୍ ସାହ
ଆଜି ଝାରସୁଗୁଡ଼ା ଜିଲ୍ଲା। ଠେଲକୋଲି ଅଂଚଳରେ ଏକ ପରିବା ବଜାର ରୁ ବେଆଇନ ଭାବେ ଦୋକାନ ଲଗେଇବା ନେଇ ଚାନ୍ଦା ଆଦାୟ ଅଭିଯୋଗ ଆଣିଛନ୍ତି ସୁମିତ ଶାହ ନାମକ ଜଣେ ବ୍ୟକ୍ତି ଓ ଏହା ବିରୋଧରେ ଦୁଇ ଜଣଙ୍କ ନାମରେ ସେ ଠେଲକୋଲି ଥାନରେ ଏତଲା ମଧ୍ଯ ଦେଇଛନ୍ତି ପୋଲିସ୍ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।