ଭଟଲି: ଭଟଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟପରୀକ୍ଷା ଶିବିର ଏବଂ ହେପାଟାଇଟିସ-ବି ଟୀକାକାରଣ କାର୍ଯ୍ୟକ୍ରମ
ଭଟଲିଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟପରୀକ୍ଷାଶିବିର ଏବଂ ହେପାଟା ଇଟିସ-ବି ଟୀକାକାରଣ କାର୍ଯ୍ୟକ୍ରମ ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତସମସ୍ତ ଡାକ୍ତର ଓକର୍ମଚାରୀ,ଫାର୍ମାସିଅଫିସର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ କାର୍ଯ୍ୟରତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ,ଗୋଷ୍ଟୀସ୍ୱାସ୍ଥ୍ୟଅଧିକାରୀ, ସୁପର ଭାଇଜର, ସମସ୍ତ ଆଶାକର୍ମୀ ସାନିଟାରୀ କର୍ମଚାରୀ, ସିକୁରିଟି କର୍ମଚାରୀ ମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷାଶିବିର ଏବଂ ହେପାଟାଇଟିସ -ବି ଟୀକାକାରଣ କାର୍ଯ୍ୟକ୍ରମ ଅଧିକ୍ଷକ ମୁଖ୍ୟଚିକିତ୍ସାଅଧିକାରୀ ଡ଼ାପ୍ରଣବକୁମାର ପାଣିଗ୍ରାହୀ ଥିଲେ।