ସ୍ବର୍ଗତ ରାଜା ସାହେବ ଶରତ କୁମାର ଦେବ ଙ୍କ ଆଜି ରବିବାର ହେଉଛି ୩୬ ତମ ଶ୍ରାଦ୍ଧ ବାର୍ଷିକୀ ଦିବଶ ଏହି ଅବସରରେ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସକାଳ ୮ ଘଟିକା ସମୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କଲେ ରାଜା ସାହେବଙ୍କ ସୁପୁତ୍ର ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ କେଶରୀ ଦେବ।