ଲଇକେରା: ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଲଇକେରା ଥାନାର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ
ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଲଇକେରା ଥାନାର ବିଭିନ୍ନ ସ୍ଥାନରେ ରବିବାର ସନ୍ଧ୍ୟା ସାତଟା ତିରିଶ ସମୟରେ ଯାନବାହନ ଯାଞ୍ଚ। ଝାରସୁଗୁଡା ଜିଲ୍ଲାରେ ଆସନ୍ତା କୋଡିଏ ତାରିଖରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଏବଂ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଲଇକେରା ଥାନା ପୋଲିସ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ ଆଜି ରବିବାର ଲଇକେରା ଥାନା ଅଞ୍ଚଳର ବିଭିନ୍ନ ଛକରେ ସନ୍ଧ୍ୟା ସାତ ଟା ୩୦ ସମୟରେ ଗାଡିକୁଡିକୁ ଯାଞ୍ଚ କରାଯିବା ସହିତ ମଦ୍ୟପାନ କରି ଗାଡିଚଳାଉଥିବା ଡ୍ରାଇଭର ମାନଙ୍କୁ ମଧ୍ୟ ସାବାଡ଼ କରାଯାଇଥିଲା।