ଛତ୍ରପୁର: ନରେନ୍ଦ୍ରପୁର ସ୍ଥିତ FCI ଗୋଦାମରେ ମାଲ ପରିବହନ କରୁଥିବା ଟ୍ରକ ଉପରେ ଗଞ୍ଜାମ ପରିବହନ ବିଭାଗର ଅଚାନକ ଚଢ଼ାଉ, ୧ ଲକ୍ଷରୁ ଉର୍ଦ୍ଧ୍ବ ଫାଇନ୍
Chhatrapur, Ganjam | Aug 3, 2025
ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ଠାରେ ଥିବା ଭାରତୀୟ ଖାଦ୍ୟ ନିଗମ (ଏଫ.ସି.ଆଇ) ଗୋଦାମ ପରିସରରେ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ଅଚାନକ ଚଢାଉ...