ଉଦଳା: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀର ଜଳସ୍ତର ବୃଦ୍ଧି; କଇଁସାରି ନିକଟରେ ଥିବା ପୋଲ ଉପରେ ୪ ଫୁଟ୍ର ପାଣି
Udala, Mayurbhanj | Jul 26, 2025
ଶିମିଳିପାଳ ଅଭୟାରଣ୍ୟ ରୁ ବାହାରିଥିବା ଦେଓ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେବା କାରଣରୁ ଶନିବାର ଦିନ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।...