ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରରାଜନଗର ଇବ୍ ଭେଲି କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ବାର୍ତ୍ତା ଦେଇଛନ୍ତି mcl ଠିକାଦାର ସମୂହ। ବିଭିନ୍ନ ସମସ୍ୟା ନେଇ ପୂର୍ବରୁ mcl କତୃପକ୍ଷଙ୍କୁ ଅବଗତ କରାଇବା ସତ୍ତ୍ୱେ କିଛି ଫଳାଫଳ ନ ମିଳିବାରୁ ବର୍ତ୍ତମାନ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ବାର୍ତ୍ତା ପ୍ରଦାନ କରିଛନ୍ତି।