ଜୟପୁର ଫୁଲବାଡ ଠାରେ ଦୀର୍ଘ ନିର୍ମାଣ ହୋଇଥିବା ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ଆଜି ଦିନ 11ଟା 30 ମିନିଟ ସମୟରେ ଉଦଘାଟିତ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ ସହିତ ଉଦଘାଟନ କରିଥିଲେ । ଏଠାରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସ ପି ରୋହିତ ବର୍ମା, ଉପଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l