ବୀରମହାରାଜପୁର: ଡ଼ାଲଡବା ପାତ୍ରପଡ଼ାରୁ ଜଣେ ବ୍ୟକ୍ତିଙ୍କ ଘରୁ ବିଷଧର ନାଗ ସାପକୁ ଉଧାର କଲେ ସାପ ଧରାଲି
Biramaharajpur, Subarnapur (Sonepur) | Jul 28, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଲଡବା ପାତ୍ରପଡ଼ା ରୁ ଜଣେ ବ୍ୟକ୍ତିଙ୍କ ଘରୁ ଆଜି ଅପରାହ୍ନ ପ୍ରାୟ 2ଟା 30 ମିନିଟ ସମୟରେ ଏକ ବିଷଧର ନାଗା ସାପ...