ଓରିଏଣ୍ଟ: ଲଗାଣ ବର୍ଷା ଯୋଗୁଁ କୂଳ ଲଙ୍ଘିଛି ଇବ ନଦୀ, ଝାରସୁଗୁଡା ଜିଲ୍ଲାର ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ବନ୍ୟାପାଣି ପଶିବା ଆଶଙ୍କାରେ ଲୋକେ ଭୟଭୀତ
Orient, Jharsuguda | Jul 26, 2025
ଲଗାଣ ବର୍ଷା ଯୋଗୁଁ କୂଳ ଲଙ୍ଘିଛି ଇବ ନଦୀ। ଝାରସୁଗୁଡା ଜିଲ୍ଲାର ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ବନ୍ୟପାଣି ବଢିବା ନେଇ ଗ୍ରାମବାସୀ ଭୟଭୀତ।...