ସୂଚନା ଅନୁସାରେ ଆଜି ଅପରାହ୍ନ 4 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହିମା ଗ୍ରାମ ପଞ୍ଚାୟତ ହାଇସ୍କୁଲ ମହିମାପୁରମ୍ (ବାଲପୁର - ମାଟିଆପାଲି) ର ବାର୍ଷିକ କ୍ରୀଡା ପ୍ରତିଯୋଗିତା 2025 ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ବିନୋଦ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଡି ଓ ପ୍ରତୀକ କର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଡ, ସୁବାଷ ଚନ୍ଦ୍ର ପାତ୍ର,ସମ୍ମାନିତ ଅତିଥି ଭାବେ ଛକୋରମାଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର