ବରଗଡ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଖଜୁରଟିକ୍ରା ସମେତ ସମସ୍ତ ଅଞ୍ଚଳରେ ବରଗଡ଼ ବନ୍ଦ ଡାକରା ପାଇଁ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରାଗଲା
Bargarh, Bargarh (Baragarh) | Jul 16, 2025
ବୁଧବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ସହରର ଖଜୁରଟିକ୍ରା ଏରିଆ ସହ ସମସ୍ତ ଏରିଆରେ ବରଗଡ଼ ବନ୍ଦ ଡାକରା ପାଇଁ ଡାକବାଜି ଯନ୍ତ୍ରରେ ଘୋଷଣା କଲା...