ଗଂଜଲ ରେ ଚଢ଼ାଉ କରି ହଜାର ହଜାର ଗଂଜେଇ ଚାଷ ନଷ୍ଟ ବୌଦ୍ଧ ଜିଲ୍ଲା ରେ ଗଂଜେଇ ଚାଷ ଓ ଚାଲାଣ ହେବାରେ ଲାଗିଛି ଫଳରେ ଅପରାଧ ମଧ୍ୟ ବୃଦ୍ଧି ହୋଉଛି I ଏହାକୁ ମୂଳରୁ ବନ୍ଦ ପାଇଁ ବୌଦ୍ଧ sp ଙ୍କନିର୍ଦେଶ ରେ ବିଭିନ୍ନ ଜଙ୍ଗଲ ରୁ ହଜାର ହଜାର ଗଂଜେଇ ଚାଷ ନଷ୍ଟ କରାଯାଇଛି I ତେବେ ଘଣ୍ଟାପଡା ପୋଲିସ ଟିମ ପକ୍ଷରୁ ବର୍ଡିବାହାଲ ଜଙ୍ଗଲ ରେ ଚଢ଼ାଉ କରି ବେଆଇନ 52ହଜାର ଗଂଜେଇ ଗଛ କୁ କାଟି ନଷ୍ଟ କରି ଥାନା ରେ 181 /25ମାମଲା ରୁଜୁ