ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା ସମ୍ପାଦକ ଚୈତନ୍ୟ ହନ୍ତାଳ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ପଟାଙ୍ଗୀ ଏଜେନ୍ସି ସିଲେଣ୍ଡର ଫେରାଇ ନେଇ ଥିବା ଉପରେ ପ୍ରତିକ୍ରିୟା ରଖିଲେ ସେମିଳିଗୁଡ଼ା ବ୍ଳକ ଖୁଡ଼ି ପଞ୍ଚାୟତର ଚାରି ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଖାଇ ଫେରାଇ ନେଇଗଲେ ପଟାଙ୍ଗି ଏଜେନ୍ସି ସମ୍ପର୍କୀୟଙ୍କ ଭାଇ