Public App Logo
Profile Picture

Dillip Khara

@dillip78
44195Followers
8Following
ସେମିଳିଗୁଡା: ସେମିଳିଗୁଡ଼ା ବ୍ଳକ ମିଶନ ଶକ୍ତି ଅଫିସ୍ ସମ୍ମୁଖରେ ଆଜି ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ସେମିଳିଗୁଡା: ଦୁଧାରି ପଞ୍ଚାୟତ ପଡ଼ିଆ ଠାରେ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ସେମିଳିଗୁଡା: ସେମିଳିଗୁଡ଼ା ବ୍ଳକ ସଭା ଗୃହ ଠାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ଯୋଗଦେଲେ ଅତି ରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ
ସେମିଳିଗୁଡା: ସେମିଳିଗୁଡ଼ା ବ୍ଳକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ
ସେମିଳିଗୁଡା: ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ପଟାଙ୍ଗୀ ଏଜେନ୍ସିଙ୍କ ଉପରେ ପ୍ରତିକ୍ରିୟା ରଖିଲେ
ସେମିଳିଗୁଡା: ଦୁବାଇ ଯିବେ ବି ଏ ଲ ଏ ଫ ସମ୍ପାଦିକା ମିତୁଲା ଶିଷା ସେମିଳିଗୁଡ଼ା ବ୍ଳକର ସୁବାଇ ପଞ୍ଚାୟତର ମହିଳା
ସେମିଳିଗୁଡା: ଉଜ୍ଜଳା ଯୋଜନାର ଗ୍ୟାସ୍ ସିଲେଣ୍ଡର ଫେରାଇ ନେଇଗଲେ ପଟାଙ୍ଗି ଏଜେନ୍ସି ସମ୍ପର୍କୀୟଙ୍କ ଭାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ  ଦାବି
ସେମିଳିଗୁଡା: ହୋଞ୍ଜରାଗୁଡା ଗାଁ ନିକଟସ୍ଥ ପଡ଼ିଆରେ କୋରାପୁଟ ଜିଲ୍ଲା ଡ଼ମ ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ
ସେମିଳିଗୁଡା: ଦୁଧାରି ପଞ୍ଚାୟତରେ ଚାଉଳ ଦୁର୍ନୀତିକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସରପଞ୍ଚ
ସେମିଳିଗୁଡା: ଦୁଧାରି ପଞ୍ଚାୟତରେ ଚାଉଳ ଦୁର୍ନୀତିକୁ ନେଇ ଲୋକେ ଅଭିଯୋଗ ଆଣିଛନ୍ତି
ସେମିଳିଗୁଡା: ତଲଗଦବାସାହି ଠାରେ କୋରାପୁଟିଆ ସାଂସ୍କୃତିକ ପରମ୍ପରା ପର୍ବ ନୂତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ସେମିଳିଗୁଡା: ମିନି ଷ୍ଟାଡିୟମ ଠାରେ ବ୍ଳକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ପିତମ ପାଢ଼ୀ
ସେମିଳିଗୁଡା: ନାଲକୋ କଷ୍ଟିକ୍ ପାଣିରେ ଚାଷ ଜମିରେ ମାଡିବାରୁ ଅନେକ ଜୀବ ନଷ୍ଟ ହୋଇଥିବା ନେଇ ଅଭିଯୋଗ
ସେମିଳିଗୁଡା: ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଲେ ଭି,କେ,ପାଣ୍ଡିଆନ୍ ସୁଣିଲେ ଲୋକଙ୍କ ଅଭିଯୋଗ
ସେମିଳିଗୁଡା: ଆଇନ୍ ଅନୁଯାୟୀ ବିବାହ ପଞ୍ଜିକୃତ କଲେ ବେଳେ ପାଳି ଓ ସ୍ୱାମୀ ଧନପତି ଡୁମାରୀ ତସିହଲଙ୍କ ଉପସ୍ଥିତରେ
ସେମିଳିଗୁଡା: ଚାରାଙ୍ଗୁଲ୍ ସରପଞ୍ଚଙ୍କ ଲେଞ୍ଜିଗୁଡ଼ାରେ ବ୍ରିଜ୍ ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କ ନିକଟରେ ଅନୁରୋଧ
ସେମିଳିଗୁଡା: ଲେଞ୍ଜିଗୁଡ଼ାରେ ସେତୁ ନିର୍ମାଣ ପାଇଁ ବାରମ୍ବାର ଦାବି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ
ସେମିଳିଗୁଡା: ସମାଜ ସେବୀ ତିଲକ୍ ଖେମୁଡ଼ୁ ସମସ୍ତ ଜନସାଧାରଣଙ୍କୁ ନୂତନ ବର୍ଷର ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ ଜଗନ୍ନାଥଙ୍କ ନିକଟରେ ପ୍ରାଥନା
ସେମିଳିଗୁଡା: ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ସମସ୍ତ ଜନସାଧାରଣ ଓ ପଟାଙ୍ଗି ନିର୍ବାଚନ ମଣ୍ଡଳୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରୁଛି
ସେମିଳିଗୁଡା: କୁନ୍ଦୁଳି ଲେଫ୍ ରେ ସହେ ଟଙ୍କା ନକଳି ନଟ୍ ଚିହ୍ନଟ କଲେ କର୍ମଚାରୀ
ସେମିଳିଗୁଡା: ସୁନାବେଡ଼ା ସେମିଳିଗୁଡ଼ା ଖ୍ରୀଷ୍ଟୟ ସମାଜ ପକ୍ଷରୁ ବଡ଼ଦିନ ଓ ନୂତନ ବର୍ଷର ଅଭିନନ୍ଦନ ପଦଯାତ୍ରା ପହଞ୍ଚିଲେ ବିଡାଅଫିସ୍ ଲାଇଟ୍ ହାହୁସ୍ ଚର୍ଚ୍ଚ
ସେମିଳିଗୁଡା: ଜୀବନ ଜତି ସ୍କୁଲ୍ ନିକଟସ୍ଥ ପଡିଆ ଠାରେ ଖ୍ରୀଷ୍ଟ ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମ ତୃତୀୟ ଦିନରେ ଶେଷ
ସେମିଳିଗୁଡା: ବିଡ଼ିଓଙ୍କୁ DSC ଗ୍ରହଣ କରିବା ସହ ୧୫ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ସହଯୋଗ ନକରିବା ପାଇଁ ସରପଞ୍ଚ ସଂଘର ଦାବିପତ୍ର
ସେମିଳିଗୁଡା: ପଟ୍ଟାଙ୍ଗି ବ୍ଲକର ତିନୋଟି ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ
ସେମିଳିଗୁଡା: ବ୍ଲକ ସଭାଗୃହଠାରେ ପ୍ରକଳ୍ପସ୍ତରୀୟ ପୋଷଣ ମାସ ପାଳନ ଉତ୍ସବ ଅନୁଷ୍ଠିତ, ଯୋଗ ଦେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ