ସେମିଳିଗୁଡା: ଉଜ୍ଜଳା ଯୋଜନାର ଗ୍ୟାସ୍ ସିଲେଣ୍ଡର ଫେରାଇ ନେଇଗଲେ ପଟାଙ୍ଗି ଏଜେନ୍ସି ସମ୍ପର୍କୀୟଙ୍କ ଭାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି
Similiguda, Koraput | Jan 25, 2024
ଖୁଡ଼ି ଗ୍ରାମପଞ୍ଚାୟତର ଚାରି ପାଞ୍ଚ ଖଣ୍ଡ ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଖାଇ ଫେରାଇ ନେଇଗଲେ ପଟାଙ୍ଗି ଏଜେନ୍ସି ସମ୍ପର୍କୀୟଙ୍କ ଭାଇ