କଳାହାଣ୍ଡି ଗସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଯୁବ -ଛାତ୍ର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଉତ୍ସବ ରେ ଯୋଗଦାନ କରିବା ପୂର୍ବରୁ ଆଜି ପୋଲିସ ପୂର୍ବତନ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ WODC Expert Member Abinash Thakur, ଯୁବ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି Manindra Mohanty ଓ ବିଜେଡି ବରିଷ୍ଠ ନେତା ତଥା ଚାଷୀ ନେତା Samanta Khamari ଙ୍କୁ ଘରୁ ଉଠାଇ ନେଇଛନ୍ତି । ତେବେ ଏନେଇ ଆଜି ଅପରାହ୍ନ 4 ଟା ସମୟରେ ଜଣ