Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ; ପାର୍ଥଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ବଡ଼ଗଡ଼ ପୁଲିସ୍

ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥଙ୍କୁ ବାନ୍ଧିଲା ଭୁବନେଶ୍ବର ବଡ଼ଗଡ଼ ପୁଲିସ୍ । ଓଲିଉଡ ଅଭିନେତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି । ଅପହରଣ, ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା, ଅଶ୍ଳୀଳ ଭିଡିଓ ଭାଇରାଲ୍ ଭଳି ଅଭିଯୋଗ ତାଙ୍କ ନାଁରେ ଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ବର JMFC କୋର୍ଟ ।ଏନବିଡବ୍ଲୁ ଆଧାରରେ ତାଙ୍କୁ ଆଜି ବଡ଼ଗଡ଼ ପୁଲିସ ଗିରଫ କରିଛି ।
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ; ପାର୍ଥଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ବଡ଼ଗଡ଼ ପୁଲିସ୍ - Bhubaneswar M Corp News