ଧର୍ମଶାଳା: କୁଆଖିଆ ସ୍ଥିତ ହାଇଟେକ ବିଜ୍ଞାନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ହିମାଂଶୁ ସାହୁ
Dharmasala, Jajpur | Jul 20, 2025
ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଆଖିଆ ସ୍ଥିତ ହାଇଟେକ ବିଜ୍ଞାନ ଉଚ୍ଚଦ୍ୟାଳୟ ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆମନ୍ତ୍ରିତ...