ଭଂଜନଗର ଇଣ୍ଡୋର ଷ୍ଟାଡିଅମ ରେ ସମର କ୍ୟାମ୍ପ ଉଦଯାପିତ ଭଞ୍ଜନଗର ସହରରେ ଥିବା ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ପ୍ରାୟ ଏକ ମାସ ହେଲା ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍ମିଣ୍ଟନ୍ ଶିବିର ଉଦ୍ଯାପିତ ହୋଇଛି। ଗତ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ୧୧ ମେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଶିବିର ମେ ମାସ ୧୫ ତାରୁଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ଏହି ଶିବିରରେ ୮ ବର୍ଷରୁ ୧୬ ବର୍ଷର ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷକ ବିଶ୍ବ ମୋହନ ଆଚାରୀ ପିଲାଙ୍କୁ ଏନେଇ ତାଲିମ ପ୍ରଦାନ କରିଥିଲେ। ଉତ୍ତମ କ୍ରୀଡା ପ୍ରଦର୍ଶନ ସହ ଭଲ ପ୍ରଶିକ୍ଷାର୍ଥିଙ୍କୁ ସ୍ବତନ୍ତ୍ର ଭା