ପୁରୁଷୋତ୍ତମପୁର ମେଡିକାଲ କୁ ଆଜି ଦିନ ପ୍ରାୟ ସାଢ଼େ ୧୨ ଟା ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଙ୍କୁ ANM ଦିଦି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଆଜି ୪ ଟି ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଔଷଧ ବିତରଣ କେନ୍ଦ୍ର ରେ କବାଟ ବନ୍ଦ କରି ସିକ୍ୟୁରିଟି ଗାର୍ଡ କମ୍ପ୍ୟୁଟର ଚଳାଉଥିବା ବେଳେ ANM ସଂଯୁକ୍ତା ପାତ୍ର ପାଖରେ ବସି ରହିଥିଲେ । କ୍ୟାମେରା ଦେଖି ଚିହିଁକି ଉଠିଲେ ମ୍ୟାଡମ। ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇବା ସହ ମାଡ ମାରିବାକୁ ଧମକ ଦେଇଥିବା ଅଭିଯୋଗ ।