କୋରାପୁଟ ଠାରୁ ମୋହନା (ଭାୟା-ରାୟଗଡା) ପର୍ଯ୍ୟନ୍ତ ଥିବା NH-326 ଜାତୀୟ ରାଜ ପଥର ହେବ ଉନ୍ନତୀକରଣ ଓ ପ୍ରଶସ୍ତିକରଣ। ଏ ନେଇ ବିଧାନସଭାରେ ଗତ ଦିନରେ ଲକ୍ଷ୍ମୀପୁର ବିଧାୟକ ଉଠାଇଥିଲେ। ଯାହା ମଞ୍ଜୁର ହେଇଯାଇଥିବାରୁ ଆଜି ସକାଳ ୯ଟା ସମୟରେ ଲକ୍ଷ୍ମୀପୁର ଠାରେ ଲକ୍ଷ୍ମୀପୁର ବିଧାୟକ ନିଜ ସୋସିଆଲ ମିଡିଆ ମାଧ୍ଯମରେ ପ୍ରତିକ୍ରିୟା ଦେଇ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି।