ଜୟପୁର: ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ସାମ୍ବାଦିକ ସମ୍ମିଳନି, ସୂଚନା ଦେଲେ ଜିଲ୍ଲା ସଭାପତି
ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି ଅପରାହ୍ନ 1 ଘଣ୍ଟା 30 ମିନିଟ ସମୟରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଟିତ ହୋଇଛି । ଏଠାରେ କୋରାପୁଟ ଜିଲା ସଭାପତି ରୁପକ ତୁରୁକ ଯୋଗ ଦେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଜାତୀୟ ପ୍ରତିଭା ଅନ୍ୱେଷଣ କାଯ୍ୟକ୍ରମ ରହିଛି । ଆବେଦନ କରିବାକୁ ଜିଲା ବାସୀଙ୍କୁ ଅନୁରୋଧ କରିଛନ୍ତି । ଦକ୍ଷ ଉପସ୍ଥାପକ, ପ୍ରଖର ମୁଖପାତ୍ର, ନିପୁଣ ଗଣ ମାଧ୍ୟମ ସଂଯୋଜକ, ଗବେଷଣଆତ୍ମକ ସମୀକ୍ଷକ ପାଇଁ ଜାତୀୟ କଂଗ୍ରେସ ପ୍ରୟାସ ।