ରନ୍ଧନ ଗ୍ୟାସ୍ ଲିକେଜ ଥିବା ସମୟରେ ଅସାବଧାନତା କାରଣରୁ ଲାଗିଲା ନିଆଁ । ଦୁର୍ଘଟଣାରେ କୋକସରା ବ୍ଲକ ଟେମରା ଗାଁ ର ଦେବରାଜ ସୁନାନୀଙ୍କ ଘରେ ସୋମବାର ସକାଳେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକେଜ୍ ହୋଇ ନିଆଁ ଲାଗିଯାଇଥିଲା । ଗ୍ୟାସ୍ ସିଲିଣ୍ଡର ବନ୍ଦ କରିବାକୁ ଯାଇ ଦେବରାଜ ସୁନାନୀ ତାଙ୍କର ପରିବାରର ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ, ଭୀମସେନ ପାଣିଗ୍ରାହୀ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି ।