ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଆଜି ଜୟପୁର ସଦର ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲା ସୁନିଲ ହରିଜନ। ଏନେଇ ରାତ୍ର 8 ଟା ରେ ଜୟପୁର ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି l ପୋଲିସ ସୂଚନା ଅନୁଯାୟୀ ଉମୁରୀ ଗ୍ରାମପଞ୍ଚାୟତର ଜଣେ ବ୍ୟାକ୍ତି ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରିଥିଲେ l କିନ୍ତୁ ତାଙ୍କ ନାବାଳିକା ଝିଅ ଘରକୁ ଫେରି ନଥିବା ଦେଖିବାକୁ ପାଇଥିଲେ। ପରେ ସ ପରିବାର ଖୋଜାଖୋଜି କରି ଝିଅକୁ ପାଇନଥିଲେ।