କାର୍ଯ୍ୟଳୟ ରେ ଶନିବାର ଦିନ ରୟାଲ କ୍ଲବଅନୁଗୋଳ ଆନୁକୁଲ୍ୟ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ହି ଶିବିର ସକାଳ 10 ରୁ ଆରମ୍ଭ ହୋଇ ଅପରାହ୍ନ 4 ଟା ରେ ସମାପ୍ତ ହୋଇଥିଲା ଏହି ସ୍ୱାସ୍ଥ୍ୟ ଶିବିର କୁ ମୁଖ୍ୟ ଅତିଥି ଭାବରେ ନୁନୁକାପସି ସରପଞ୍ଚ ଦିପ୍ତିମୟୀ ସାହୁ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।, ଅନ୍ୟତମ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସର ପ୍ରାପ୍ତ