ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଡିଗ୍ରୀ କଲେଜରେ ବିଶ୍ବ ଏଡସ୍ ଦିବସ ପାଳନ
ଆଜି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଆଜି ଲକ୍ଷ୍ମୀପୁର ଡିଗ୍ରୀ କଲେଜରେ ବିଶ୍ବ ଏଡସ୍ ଦିବସ ପାଳନ କରାଯାଉଥିବା ଦିନ ୧ଟେ ସମୟରେ ଦେଖିବାକୁ ମିଳିଛି।