ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ବିରଷ୍ଠ ନାଗରିକ ସଂଘର ବୈଠକ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ରବିବାର ସକାଳେ ବରିଷ୍ଠ ନାଗରିକ ସଂଘର ସଭାପତି ଦେବାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ଅଞ୍ଚଳରେ ଝାରଖଣ୍ଡ ଓ ବାଙ୍ଗଲାଦେଶୀ ଅନୁପ୍ରବେଶ କରୀଙ୍କ ଦୋରାତ୍ମ କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା , ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା , ରେଢ଼ାଖୋଲ ଠାରେ ଦ୍ରୁତ ଗାମୀ ଟ୍ରେନର ରହଣୀ ପାଇଁ ଉପଜିଲ୍ଲ