ସୁକିନ୍ଦା: ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ ପକ୍ଷରୁ ଡୁବୁରୀ ଛକ ଠାରେ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ
Sukinda, Jajpur | Nov 30, 2025 ଜିନ୍ଦଲ - ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ଜଣଙ୍କୁ ବିନା ସର୍ତ୍ତରେ ଖଲାସ କରିବା , ମିଥ୍ୟା ମକୋଦ୍ଦମା ପ୍ରତ୍ୟାହାର କରିବା, ଜିନ୍ଦଲ - ପୋସ୍କୋ ସହ କେନ୍ଦୁଝର ଜିଲ୍ଲାର ପାଟଣା ତହସିଲରେ ଫସଲ ଚାଷ ଜମିରେ କାରଖାନା ପାଇଁ ହୋଇଥିବା MOU ବାତିଲ କରିବା , ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ AIKKMS ପକ୍ଷରୁ ରବିବାର ସନ୍ଧ୍ୟା 6 ଘଟିକା ସମୟରେ ସର୍ବଭାରତୀୟ_ପ୍ରତିବାଦ_ଦିବସ କୁ ସଫଳ କରିବା ପରୀପ୍ରେକ୍ଷୀରେ #କଳିଙ୍ଗନଗର #ଡୁବୁରୀ ଛକ ଠାରେ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ