ସୋନପୁର: ସହରର ଡିଡିଆସି ଗୃହ ନିକଟରୁ ବାହାରିଲା ଭିନ୍ନକ୍ଷମ ସଚେତନତା ରାଲି ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଚଳୀନା ପ୍ରଧାନ
ସୁବର୍ଣ୍ଣପୁର ସହରର ଡିଡିଆସି ଗୃହ ନିକଟରୁ ବାହାରିଲା ଭିନ୍ନକ୍ଷମ ସଚେତନତା ରାଲି ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଚଳୀନା ପ୍ରଧାନ।ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଆଜି ସକାଳ ୧୦ଟାରେ ସହରର ଡିଡିଆସି ଗୃହ ନିକଟରୁ ବାହାରିଲା ଭିନ୍ନକ୍ଷମ ସଚେତନତା ରାଲି ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଚଳୀନା ପ୍ରଧାନ।